ଲଜ୍ଜାଜନକ: ୩୬ ରନ୍‌ରେ ଭାରତ ଅଲ୍‌ଆଉଟ୍‌

ଭାରତର ସର୍ବନିମ୍ନ ଟେଷ୍ଟ୍‌ ସ୍କୋ‌ର,କେହି ଦୁଇ ଅଙ୍କ ଛୁଇଁପାରିଲେନି ଆଡିଲେଡ୍: ଭାରତୀୟ କ୍ରିକେଟର ୮୮ ବର୍ଷର ଇତିହାସରେ ଏମିତି କେବେ ଘଟି ନ ଥିଲା। ଅଷ୍ଟ୍ରେଲିଆର ଅଡେିଲେଡ୍‌ରେ ମାତ୍ର ୩୬ ରନ୍‌ରେ ତାସ୍‌ ଘର ଭଳି ଭୁଶୁଡ଼ିଗଲା ଭାରତୀୟ ଦଳର ଦ୍ବିତୀୟ ଇନିଂସ୍‌। କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ବି ଛୁଇଁପାରିଲେନି। ଦୃଢ଼ ସ୍ଥିତିରେ ଥାଇ ମଧ୍ୟ ଶନିବାର ଅବିଶ୍ବସନୀୟ ଆତ୍ମସମର୍ପଣର ଆଲୋଡ଼ା ଧାରା ସୃଷ୍ଟି କରି ‘ଗୋଲାପି ବଲ୍’ … Continue reading ଲଜ୍ଜାଜନକ: ୩୬ ରନ୍‌ରେ ଭାରତ ଅଲ୍‌ଆଉଟ୍‌